ଯଶିପୁର: ରରୁଆଁ ବ୍ଲକ ନୂଆବେଡା ଠାରେ ନୂଆବେଡା ମହୋତ୍ସବ ଅନୁଷ୍ଠିତ, ମନ୍ତ୍ରୀଙ୍କ ଯୋଗଦାନ
ଶନିବାର ସଂଧ୍ୟା ୬.୩୦ ରୁ ରାତି ୧୦ଟା ଯାଏଁ ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ରରୁଆଁ ବ୍ଲକର ନୂଆବେଡା ଠାରେ ନୂଆବେଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗ ଦେଇଥିଲେ।