ବୌଦ୍ଧ ସଦର: ସାନକରଡ଼ି ଗ୍ରାମରେ ବେଆନ ମଦ ତିଆରି ଆଡାରେ ଜିଲ୍ଲା ଅବକାରୀ ମୋବଇଲ ସ୍କ୍ୱାର୍ଡର ଚଢ଼ାଉ ୩୦୦କେଜି ପୋଚକୁ ନଷ୍ଟ
Baudh Sadar, Boudh (Bauda) | Aug 31, 2025
ଆଜି ସନ୍ଧ୍ୟା ୬ଟା ସମୟରେ ଜିଲ୍ଲା ଅବକରି ମୋବାଇଲ ସ୍କ୍ୱାର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ବୌଦ୍ଧ ଥାନା ଅନ୍ତର୍ଗତ ସାନକରଡ଼ି ଗ୍ରାମରେ...