Public App Logo
Jansamasya
National
South_delhi
Pmmsy
Haryana
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
Worldenvironmentday
Beattheheat

ଗୋବିନ୍ଦପୁର: ସ୍କୁଟି ଚଳାଇବା ବେଳେ ଗୋବିନ୍ଦପୁର ଛକ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇ ଥିଲେ ନାବାଳକ, ୪୦ ହଜାର ରୁ ଅଧିକ ଫାଇନ କଲା ଏମଭିଆଇ

Govindpur, Sambalpur | Nov 9, 2025
ନାବାଳକ ପୁଅକୁ ଗାଡ଼ି ଚଳାଇବା ପାଇଁ ଦେବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ବାମରା ମୁଣ୍ଡାଢ଼ିପା ଅଞ୍ଚଳ ର ଜଣେ ନାବାଳକ ସ୍କୁଟି ଚଳାଉ ଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଉକ୍ତ ସ୍କୁଟି ନାମରେ ୪୦ ହଜାର ରୁ ଅଧିକ ଟଙ୍କା ର ଫାଇନ ଠୁଙ୍କି ଦିଆଯାଇଥିବା ଜଣାପଡିଛି।ନାବାଳକ ଗାଡ଼ି ଚାଲିବା ଅଭିଯୋଗ ରେ ୨୫ ହଜାର, ନମ୍ବର ପ୍ଲେଟ ନଥିବା ରୁ ୫ ହଜାର, ବିନା ଡ୍ରାଇଭିଙ୍ଗ ଲାଇସେନ୍ସ ରେ ଗାଡ଼ି ଚଳାଇବା ପାଇଁ ୫ ହଜାର, DL ନଥିବା ନାବାଳକ ଙ୍କୁ ଗାଡ଼ି ଦେବା ପାଇଁ ୫ ହଜାର ଓ ଜେନେରାଲ ଓଫେନ୍ସ ପାଇଁ ୫ ଶହ ଟଙ୍କା କୁ ମିଶାଇ ସର୍ବମୋଟ ୪୦ ହଜାର ୫ ଶହ ଟଙ୍କା ଜରିମାନା କରାଯାଇଛି।

MORE NEWS