ସିମୁଳିଆ: ଜଳଙ୍ଗ ଗ୍ରାମ ରେ ଲାଇଟ ଲଗାଇବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ 5 ରୁ ଉର୍ଦ୍ଧ ମେଡିକାଲ ରେ ଭର୍ତ୍ତି,
Similia, Balasore | Aug 8, 2025
ମନ୍ଦିର ପୂଜାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ। ଉଭୟ ପକ୍ଷରୁ ୫ରୁ ଅଧିକ ଗୁରୁତର ଅବସ୍ଥାରେ ସିମୁଳିଆ ମେଡ଼ିକାଲରେ ଭର୍ତ୍ତି। ପୋଲିସ...