ବାଲେଶ୍ବର ମ୍ୟୁନିସିପାଲଟି: ଚଷାଖଣ୍ଡ ଠାରେ ଶହୀଦ ବାଘାଯତୀନ ଙ୍କ ୧୧୦ ତମ ସ୍ମୃତି ଦିବସ ସମାରୋହ ରେ ଯୋଗ ଦେଲେ କୁଳପତି
Baleshwar M, Balasore | Sep 9, 2025
ମଙ୍ଗଳବାର ପୂର୍ବାହ୍ନ ୧୧.୩୦ ମିନିଟ ସମୟରେ ଵାଘାଯତୀନ ବିକାଶ ପରିଷଦ ପକ୍ଷରୁ ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚଷାଖଣ୍ଡ ଦେଶୁଆଁ ପୋଖରୀ...