ବଲାଙ୍ଗୀର: ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ବଲାଙ୍ଗିର ପୌରପାଳିକା ସିଟି ର ମାଷ୍ଟର ପ୍ଲାନ୍ ର ସମୀକ୍ଷା ବୈଠକ
ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠରେ ବଲାଙ୍ଗିର ପୌରପାଳିକାର ସିଟି ମାଷ୍ଟର ପ୍ଲାନର ସମୀକ୍ଷା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଗୌରବ ଶିବାଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ବଲାଙ୍ଗିର ସହରର ମାଷ୍ଟର ପ୍ଲାନ୍ ସମ୍ପର୍କରେ ଜିଲ୍ଲାପାଳ ଆଲୋଚନା କରିଥିଲେ ବୋଲି ଆଜି ରାତି ୮ ଟା ସମୟରେ ସୂଚନା ମିଳିଛି ।