ବନ୍ଧଛକ ଠାରେ ମା ଶ୍ୟାମା କାଳୀ ପୂଜା କମିଟି ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଏହାକୁ ଉପଖଣ୍ଡ ପୋଲିସ ଅଧିକାରୀ ବିଜୟ କୁମାର ବିଶି ମୁଖ୍ୟ ଅତିଥି ଯୋଗ ଦେଇଥିଲେ।ମୁଖ୍ୟ ବକ୍ତା ଭାବେ ବ୍ଲକ୍ ଅଧ୍ୟକ୍ଷା ସୁଷମା ପ୍ରଧାନ,ସମ୍ମାନିତ ଅତିଥି ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ସନ୍ତୋଷ ବାଘ, ଅରୁଣ କୁମାର ଷଡ଼ଙ୍ଗୀ,ସମୀର କୁମାର ପାଢ଼ୀ,ଗୋପାଳ ମହାପାତ୍ର ଯୋଗ ଦେଇଥିଲେ।ସଭାପତୀ ବିଷ୍ଣୁ ପ୍ରସାଦ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।