ଜି ଉଦୟଗିରି: ଟିକାବାଲି ଅଂଚଳ ରେ ଯୌତୁକ ନିର୍ଯାତନା ଅଭିଯୋଗ କ୍ରମେ ଟିକାବାଲି ଥାନାରେ ଏକ ମାମଲା ରୁଜୁ ହୋଇଅଛି
ଟିକାବାଲି ଗ୍ରେ ଯୌତୁକ ନିର୍ଯାତନା ଅଭିଯୋଗ କ୍ରମେ ଟିକାବାଲି ଥାନାରେ ଏକ ମାମଲା ରୁଜୁ ହୋଇଅଛି।ଝିଅ ଘର ଲୋକ ଏକ ଲିଖିତ ଅଭିଯୋଗ କ୍ରମେ ଟିକାବାଲି ଥାନାରେ 213/2025 ରେ ଏକ ମାମଲା ରୁଜୁ ହୋଇଅଛି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ର ଥାନା ଅଧିକାରୀ ସୁଚନା ପ୍ରଦାନ କରିଛନ୍ତି।