କୋରାପୁଟ ସହର: ବିକାଶ ଠାରୁ ବହୁ ଦୁର ରେ ତାଲଗୁଡ ଗାଁ କାମ ଧନ୍ଦା ନ ପାଇ ଭିଟାମାଟି ଛାଡୁଛନ୍ତି ଗ୍ରାମବାସୀ #janasamasya
Koraput Town, Koraput | Jul 30, 2025
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲି ଗୁମା ପଞ୍ଚାୟତ ଅଧିନସ୍ଥ ତାଲଗୁଡ ଗାଁ ବିକାଶ ଠାରୁ ବହୁ ଦୁର ଥିବା ଗ୍ରାମବାସୀ ଅଭିଯୋଗ...