ସୋନପୁର: ଖଣ୍ଡହତା ରେ ୩ ୟ ସାର୍ବଜନୀନ ଦୁର୍ଗା ପୂଜା ଉପଲକ୍ଷେ ସଂକୀର୍ତନ୍ୟ ଧାରା ପାରିବେଷିତ, ଉପଭୋଗ କଲେ ଶହ ଶହ ଦର୍ଶକ
ସୂଚନା ଅନୁସାରେ ଚଳିତ ବର୍ଷ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଖଣ୍ଡହତା ଠାରେ ଅନୁଷ୍ଠିତ ହୋଇଥିବା ସାର୍ବଜନୀନ ଦୁର୍ଗା ପୂଜା ତୃତୀୟ ବର୍ଷରେ ପଦାର୍ପଣ କରିଥିବା ବେଳେ, ଗତକାଲି ମହିଷାସୁର ମର୍ଦିନୀ ଜଗତ ଜନନୀ ମାଁ ଦୁର୍ଗାଙ୍କ ମହା ନବମୀ ପୂଜା ଅବସରରେ ରାତି 10 ଘଣ୍ଟାରୁ ବିଳମ୍ବିତ ରାତ୍ରି 2 ଘଣ୍ଟା ପର୍ଯ୍ୟନ୍ତ ସଂକୀର୍ତନ୍ୟ ଧାରା ପରିବେଷିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରାଜଗୋପାଳ ପାଣିଗ୍ରାହୀ, ବିଜୟ କୁମାର ପଧାନ,