ଏନଏସି ପକ୍ଷରୁ ଅଭିଯୋଗ ପାଇଁ ଜାରି ହେଲା ହ୍ବାଡସ୍ ଆପ ନମ୍ବର ଏନେଇ ସୂଚନା ଦେଲେ ଅଧ୍ୟକ୍ଷ ଶିବରାମ ସାହୁ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଏନଏସି କାର୍ଯ୍ୟାଳୟ ପକ୍ଷରୁ ଲୋକଙ୍କ ଅଭିଯୋଗ ପାଇଁ ଏକ ହ୍ବାଡସ୍ଆପ ନମ୍ବର ଜାରି କରାଯାଇଛି । ଲୋକ ମାନଙ୍କୁ ତାଙ୍କ ସମସ୍ୟାର ସମାଧାନ ପାଇଁ ଆଉ ଅଫିସକୁ ଯିବାକୁ ପଡିବ ନାହିଁ, ଘରେ ବସି ହ୍ବାଡସ ଆପ ଜରିଆରେ ଏନଏସି କାର୍ଯ୍ୟାଳୟ କୁ ନିଜର ଅଭିଯୋଗ ଜଣାଇପାରିବେ । ଏବଂ ତୁରନ୍ତ ତାହା ସମାଧାନ କରାଯିବ । 8280335884 ଏହି ନମ୍ବର ରେ ଲୋକେ ଅଭିଯୋଗ କରିପାରିବେ ।