କଟକ ପୌରାଞ୍ଚଳ: ଖାନନଗରସ୍ଥିତ ନେତାଜୀ ବସ୍ ଟର୍ମିନାଲରେ ଯାତ୍ରୀଙ୍କ ମୋବାଇଲ ଲୁଟି ନେଇଥିବା ଅଭିଯୁକ୍ତକୁ ଗିରଫ ବାଦାମବାଡ଼ି ପୋଲିସ ସୋମବାର ଗିରଫ କରିଛି
ଖାନନଗରସ୍ଥିତ ନେତାଜୀ ବସ୍ ଟର୍ମିନାଲ(ସିଏନବିଟି)ରେ ଜଣେ ଯାତ୍ରୀଙ୍କ ମୋବାଇଲ ଝାମ୍ପିନେଇ ପଳାଇ ଯାଇଥିବା ଅଭିଯୁକ୍ତକୁ ଗିରଫ ବାଦାମବାଡ଼ି ଥାନା ପୁଲିସ। ଅଭିଯୁକ୍ତଜଣକ ହେଲା ଢେଙ୍କାନାଳ ଜିଲା ରାସୋଳ ଅଞ୍ଚଳର ହରିହର ନାୟକ(୩୫)। ଅଭିଯୁକ୍ତ କୁ ସୋମବାର ସନ୍ଧ୍ୟା ୬ଟାରେ କୋର୍ଟ ଚାଲାଣ କରାଯାଇଛି।