ସୋନପୁର: ଫଟାମୁଣ୍ଡା ଛକରୁ ଗଂଜେଇ ଏବଂ କାର ଶହ ୨ ଅଭିଯୁକ୍ତ ଗିରଫ, ଡୁଙ୍ଗୁରିପାଲି ଥାନାରେ ମାମଲା ରୁଜୁ
ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଫଟାମୁଣ୍ଡା ଛକ ପାଖରେ ଗଂଜେଇ ଗାଡି ସହିତ ଦୁଇ ଅଭିଯୁକ୍ତକୁ ଗିରଫ ଗିରଫ କରିଛି ଡୁଙ୍ଗୁରିପାଲି ପୋଲିସ l ସୂଚନା ମୁତାବକ 26 ନମ୍ବର ଯାତ୍ରୀୟ ରାଜପଥ ରେ ଗତକାଲି ରାତ୍ରି 10 ଟା ସମୟରେ ବିଶେଷ ସୂତ୍ରରୁ ଖବର ପାଇଁ ପୋଲିସ ଫଟାମୁଣ୍ଡା ଛକରେ ଛକି ବସିଥିଲା, ଏହି ସମୟରେ ଉକ୍ତ ଗଂଜେଇ ଗାଡିଟି ବଲାଙ୍ଗୀର ପଟୁ ଆସି ମାଧ୍ୟ୍ୟପ୍ରଦେଶର ଇଟାବାକୁ ଯାଉଥିବା ବେଳେ,ଡୁଙ୍ଗୁରିପାଲି ପୋଲିସ ଗାଡିକୁ ଅଟକାଇ ଯାଞ୍ଚ କରିବା ସହିତ ଗଂଜେଇ ବାରମତ କରି, ଗାଡି ଜବତ ଶହ