ଝାରପୋଖରିଆ: ଝାରପୋଖରିଆ ବଜାରରେ ଟ୍ରକ ମାଡ଼ିଯିବା ଘଟଣା ସ୍ଥଳ ପରିଦର୍ଶନ କରି ସହାୟତା ପ୍ରଦାନ କଲେ ବିଜେଡ଼ିର ଏକ ପ୍ରତିନିଧି ଦଳ
ଝାରପୋଖରିଆ ନିକଟରେ ଘଟିଥିବା ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ପରିବାର ଓ କ୍ଷତିଗ୍ରସ୍ତ ହୋଇଥିବା ପରିବାରଙ୍କୁ ଗୁରୁବାର ଦିନ ପ୍ରାୟ ୧୨ଟାରେ ବିଜେଡିର ବରିଷ୍ଠ ନେତା ଡ. ଦେବାଶିଷ ମାରାଣ୍ଡି ଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଘଟଣା ସ୍ଥଳକୁ ପରିଦର୍ଶନ କରିବା ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।