ବଂଶାଜାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଦାବୀରେ ସ୍କୁଲ ଫାଟକରେ ତାଲା ପକାଇବା ସହ ଶିକ୍ଷକଙ୍କୁ ସ୍କୁଲ ଭିତର ରଖି ତାଲା ମାରିଲେ ଅଭିଭାବକ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବଂଶାଜାଳ ରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ 5 ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଥିଲେ କିନ୍ତୁ ସ୍କୁଲରୁ ପ୍ରଧାନ ଶିକ୍ଷକଙ୍କ ଅବସର ହେବାପରେ ଆଉ ସ୍କୁଲରେତିନିଜଣ ଶିକ୍ଷୟତ୍ରୀ ଓ ଜଣେ ଶିକ୍ଷକ ଅଛନ୍ତି l ବାରମ୍ବାର ଅଭିଯୋଗ କରିଥିଲେ ବି ସମସ୍ୟାର ସମାଧାନ ନ ହେବାରୁ ସୋମବାର ସକାଳେ ବିଦ୍ୟାଳୟ ର ମୁଖ୍ୟ ଗେଟ ରେ ତାଲା ପକାଇଲେ ବିଦ୍ୟାଳୟ ର କମିଟି ମେମ୍ବର ଓ ଅଭିଭାବକ l ସ୍କୁଲରେ ଶିଶୁବା