ଝାରସୁଗୁଡା: ପାହାଡ଼ି ମନ୍ଦିର ନିକଟ ରାସ୍ତାରେ ସାଇଡ ମାଗିବାକୁ ନେଇ ଗଣ୍ଡଗୋଳ ଓ ମାଡ଼ପିଟ, ଟାଉନ ଥାନାରେ ପୃଥକ ପୃଥକ ମାମଲା ରୁଜ୍ଜୁ
Jharsuguda, Jharsuguda | Aug 23, 2025
ଝାରସୁଗୁଡା ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ପାହାଡ଼ି ମନ୍ଦିର ନିକଟ ରାସ୍ତାରେ ସାଇଡ ମାଗିବାକୁ ନେଇ ଗତକାଲି ରାତିରେ ଗଣ୍ଡଗୋଳ ହୋଇଥିବା ବେଳେ...