ନର୍ଲା: ନର୍ଲା ଥାନା ଅଞ୍ଚଳର ଉଭୟ ପକ୍ଷ ଙ୍କ ମଧ୍ୟରେ ଜମିବାଡି କଥା କୁ ନେଇ ମାଦପିଟ ଘଟଣା ଆଜି ଥାନାରେ ଉଭୟ ପକ୍ଷ ଙ୍କ ଅଭିଯୋଗ
ଆଜି ଶନିବାର ଦିନ ସଂଧ୍ୟା ପାଞ୍ଚ ଘଣ୍ଟା ସମୟରେ ନର୍ଲା ଥାନା ଅଞ୍ଚଳର ପ୍ରଥମ ପକ୍ଷ ଓ ଦ୍ଵିତୀୟ ପକ୍ଷ ଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ଓ ଜମିବାଡ଼ି ଘଟଣା କୁ ନେଇ ମାଡ଼ ପିଟ ହେଇଥିଲେ ଏହି ଘଟଣା କୁ ନେଇ ଉଭୟ ପକ୍ଷ ଥାନାରେ ଅଭିଯୋଗ କରିଛନ୍ତି