ଜୁନାଗଡ: ଡୁଡୁକେଲ ଗାଁ ର ଜୈନିକ ବ୍ୟକ୍ତି ଗ୍ରାମର ଝାକର କୁ ମାଡ଼ ମାରିବା ଘଟଣା ରେ ଜଣେ କୁ କୋର୍ଟ ଚାଲାଣ
ଡୁଡୁକେଲ ଗାଁ ର ଜୈନିକ ବ୍ୟକ୍ତି ଗ୍ରାମର ଝାକର କୁ ମାଡ଼ ମାରିବା ଘଟଣା ରେ ଜଣେ କୁ କୋର୍ଟ ଚାଲାଣ କଲା ଗୋଲାମୁଣ୍ଡା ପୋଲିସ ଆଜି 16ତାରିଖ ଗୁରୁବାର ମଧ୍ୟାହ୍ନ 2ଟାରେ ଡୁଡୁକେଲ ଗାଁ ର ଜୈନିକ ବ୍ୟକ୍ତି ଗ୍ରାମର ଝାକର କୁ ମାଡ଼ ମାରିବା ଘଟଣା ରେ ଜଣେ କୁ କୋର୍ଟ ଚାଲାଣ କଲା ଗୋଲାମୁଣ୍ଡା ପୋଲିସ କୋର୍ଟ ଚାଲାଣ ବ୍ୟକ୍ତି ଜଣକ ରାଜେଶ ବଗର୍ତି ବୋଲି ଜଣା ପଡିଛି ତେବେ ସେ ଡୁଡ଼କେଲ ଗ୍ରାମର ହୋଇଥିବା ବେଳେ ଗତ ଦୁଇଦିନ ତଲେ ଗ୍ରାମର ଝାକର ଙ୍କୁ ଲୋକଙ୍କ ସମୁଖରେ ଚପଲରେ ମାଡ଼ ମାରିଥିଲେ ପରେ ଏନେଇ ଝାକର ଗୋଲାମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଆଜି ଅଭିଯୁକ୍ତ କୁ କୋର୍ଟ ଚାଲାଣ