କନ୍ଧମାଳ ଜିଲ୍ଲା ଟିକାବାଲି ଏ ଏମ୍ ସି ଏସ୍ ମହାବିଦ୍ୟାଳୟରେ ଟିକାବାଲି ପୋଲିସ ପ୍ରଶାସନ ତରଫରୁ ସଦ୍ଧାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଓ ରାଷ୍ଟ୍ରୀୟ ଏକତା ଉପଲକ୍ଷେ କାର୍ଯ୍ୟକ୍ରମ ଅନୁଷ୍ଠିତ । ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ ତର୍କ, ପ୍ରଶ୍ନ ମାଳା ଖେଳ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ପାରିଛି । ମୁଖ୍ୟ ଅତିଥ୍ ଭାବେ ଟିକାବାଲି ଥାନା ଅଧୂକାରିଣୀ ପ୍ରଜ୍ଞା ରିତାମ୍ବର କର ଯୋଗ ଦେଇ କୃତି ପ୍ରତିଯୋଗିଙ୍କୁ ମାନପତ୍ର ଓ ସ୍ମୃତି ଫଳକ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥ୍ ଭାବେ ଅଧ୍ୟାପକ ନରେନ୍ଦ୍ର ଦିଗାଲ, ବନମାଳୀ ବେହେରା, ବିରୂପାକ୍ଷ ତ୍ରିପାଠୀ, ଯୋଗ ଦେଲ