ଫୁଲବାଣୀ ସହର: ସାରଙ୍ଗଗଡ ଅଞ୍ଚଳ ରୁ ପୋଲିସ ଦ୍ବାରା ତିନି ଜଣ ଗଞ୍ଜେଇ ବେପାରୀଙ୍କୁ ଧରିବା ସହ ତାଙ୍କ ଠାରୁ 245 କେଜି ଗଞ୍ଜେଇ ଓ ଏକ ଚାରି ଚକିଆ ଗାଡ଼ି ଜବତ
ସାରଙ୍ଗଗଡ ପୋଲିସ ଦ୍ବାରା ତିନି ଜଣ ଗଞ୍ଜେଇ ବେପାରୀଙ୍କୁ ଧରିବା ସହ ତାଙ୍କ ଠାରୁ 245 କେଜି ଗଞ୍ଜେଇ ଓ ଏକ ଚାରି ଚକିଆ ଗାଡ଼ି ଜବତ କରିଛି। ଏ ନେଇ ଥାନା ଅଧିକାରୀ ବଧୁଲିକା ବିଶ୍ଵାଳ ସୂଚନା ପ୍ରଦାନ କରିଛନ୍ତି।ସୂଚନା ଯୋଗ୍ୟ ଯେ କନ୍ଧମାଳ ଜିଲ୍ଲାରୁ ବାହାର ସ୍ଥାନକୁ ଗଞ୍ଜେଇ ନେଉଥିବା ବେଳେ ପୋଲିସ ଖବର ପାଇ ଧରିବାରେ ସଫଳ ହୋଇଅଛି। ଏ ନେଇ ଥାନାରେ 189।2025 ରେ ଏକ ମାମଲା ରୁଜୁ ହୋଇଅଛି।ତିନି ଜଣ ମଧ୍ୟରୁ ଦୁଇ ଜଣ ମହିଳା ମଧ୍ୟପ୍ରଦେଶ ଓ ପୁରୁଷ ରାଇକିଆ ଅଞ୍ଚଳ ର