ଫୁଲବାଣୀ ସହର: ସୁଢୁରୁକମ୍ପା ଠାରେ ଗ୍ୟାସ୍ ବୋଝେଇ ଟ୍ରକ କାର ଧକ୍କାରେ ଜଣେ ଜୱାନ ମୃତ ୨ ଗୁରୁତର।
ଗ୍ୟାସ୍ ବୋଝେଇ ଟ୍ରକ କାର ଧକ୍କାରେ ଜଣେ ଜୱାନ ମୃତ ୨ ଗୁରୁମଙ୍ଗଳବାର ସନ୍ଧ୍ୟାରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସୁଡ୍ରୁ କୁମ୍ପା ତଳ ସାହି ଠାରେ ଗ୍ୟାସ୍ ବୋଝେଇ ଟ୍ରକ ଠିଆ ହୋଇଥିବା କାରକୁ ଧକ୍କା ଦେଇଛି।ଘଟଣା ସ୍ଥଳରେ ଜଣେ ଯବାନ ଦୀପକ ଶର୍ମା ମୃତ ହୋଇଥିବା ବେଳେ ୨ ଗୁରୁତର ଥିବା ସୂଚନା ମିଳିଛି।ସୂଚନା ମୁତାବକ ବିଏ.ଏସ.ଏଫ ଯବାନ ମାନେ ବୃକ୍ଷ ରୋପଣ କରି ୫୭ ନଂ ଜାତୀୟ ରାଜପଥରେ ଫେରୁଥିବା ବେଳେ ସୁଡ୍ରୁ କୁମ୍ପା ତଳ ସାହି ନିକଟରେ CG 07 CY 0527 କାର ରାସ୍ତା କଡ଼ରେ ରଖି ଛିଡ଼ା ହୋଇ ଥିବା ବେଳେ ବିପରୀତ ଦିଗ ଫୁଲବାଣୀ ଠାରୁ ବୌଦ୍ଧ ଆଡ଼କୁ ଆସୁଥିବା ଗ୍ୟା