ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ସୁଡୁଙ୍ଗ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ଅନ୍ତର୍ଗତ ସାହାସପୁର କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭା ଆଜି ସକାଳ ଏଗାରଟା ସମୟରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଆସ ସ୍କୁଲ ଯିବା ପଦଯାତ୍ରା ଅନୁଷ୍ଠିତ ହୋଇ ସୁଡୁଙ୍ଗ ଗ୍ରାମ ମଝିରେ ଆସ ସ୍କୁଲ ଯିବା ନୃତ୍ୟ ପରିବେଷଣ କରାଯାଇଥିଲା ଓ ସମସ୍ତ ଅଭିଭାବକ ମାନଙ୍କୁ ନିମନ୍ତ୍ରଣ କରି ସ୍କୁଲକୁ ଅଣାଯାଇଥିଲା। ସମସ୍ତ ନିମନ୍ତ୍ରିତ ଅତିଥି ଓ ଅଭିଭାବକ ମାନେ ବିଦ୍ୟାଳୟର ଶିଶୁବାଟିକା କୋଣ, ମୌଳିକ ସାକ୍ଷରତା