ବସ୍ତା: ସମୁଦ୍ରକୁ ମାଛ ମାରିବାକୁ ଯାଇ ନିଖୋଜ ଥିବା କଙ୍କଡ଼ା ପାଳ ଗ୍ରାମର 4 ଜଣ ମତ୍ସ୍ଯଜିବୀଙ୍କ ଘଟଣାରେ ଆଜି ଜଣଙ୍କର ମୃତ ଦେହ ଉଦ୍ଧାର
Basta, Balasore | Aug 5, 2025
ସମୁଦ୍ରକୁ ମାଛ ମାରିବାକୁ ଯାଇ ନିଖୋଜ ଥିବା 4 ଜଣ ମତ୍ସ୍ଯଜିବୀ ଙ୍କ ମଧ୍ଯରୁ ପୂର୍ବରୁ ଦୁଇ ଜଣ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ହସପିଟାଲ ରେ...