ଗଞ୍ଜୁଗୁଡା ଠାରେ ଜନ୍ମ ହେବାର ମାସେ ହୋଇନି ଅସ୍ୱାଭାବବିକ ଭାବରେ ଶିଶୁ ର ଅଣ୍ଟାରେ ବଢୁଛି ମାଂସ ପିଣ୍ଡୁଳା ଚିକିତ୍ସା ରେ ଅର୍ଥ ସାଜିଛି ବାଧକ ଶିଶୁ କୁ ନେଇ ଚିନ୍ତାରେ ପରିବାର ଜରୁରୀ ହୋଇପଡିଛି ସରକାରୀ ସହାୟତା I ପାଇଁ ଗୁରବାର ଦିନ 11ଘଣ୍ଟିକା ରେ ଅଭିଯୋଗ କରାଯାଇଛି ବାପା ମା,ସୁଚନା ମୁତାବକ କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ବ୍ଲକ ଅଧୀନରେ ଥିବା ଗଞ୍ଜୁଗୁଡା ପଞ୍ଚାୟତ ର କେଣ୍ଡ୍ରିଗୁଡା ଗାଁ ରେ I ସୂଚନା ଅନୁସାରେ ଏହି ଗାଁ ର ବିନୋଦ ଦିଗାଲ ନାମକ ଜଣେ ବ୍ୟକ୍ତି ଙ୍କ ଝିଅ ପଦ୍ମିନୀ ଦିଗାଳ ମୟୁରଭଞ୍ଜ ଜିଲ୍ଲା ଝାସୀପୁରା ଅଂଚଳର ହୃଷୀ କେସ ବେହେରା ନାମକ ଜଣେ ଯୁବକ ଙ୍କୁ ବିବାହ