ଫୁଲବାଣୀ ସହର: ନୁଆସାହି ଠାରେ ଜନ ସ୍ୱାସ୍ଥ୍ୟ ବିଭାଗ ର ପାନୀୟ ଜଳ ପ୍ରକଳ୍ପ ଅଧପନ୍ତରିଆ ଦୁର୍ଦ୍ଦଶାରେ ବାଲିଗୁଡ଼ାବାସୀ #jansamasya
Phulabani Town, Kandhamal | Sep 2, 2025
ଜିଲ୍ଲାର ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ୬ ନଂ ୱାର୍ଡ ନୂଆସାହିର ଭାର୍ଡିପଦା ଦେଇ ଆଦର୍ଶ ବିଦ୍ୟାଳୟ ଯିବାକୁ ଥିବା ରାସ୍ତା ଅବସ୍ଥା...