Public App Logo
Jansamasya
National
Vandebharatexpress
Didyouknow
Shahdara
New_delhi
Delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ସୋନପୁର: ତମାମୁରା ଗ୍ରାମ ପଂଚାୟତ ରେ ଗ୍ରାମ ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ସୂଚନା ଅନୁସାରେ ଆଜି ଅପରାହ୍ନ ୨ ଘଣ୍ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ତମାମୁରା ଗ୍ରାମ ପଂଚାୟତ ସଭାଗୃହ ଠାରେ ଗ୍ରାମ ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ତମାମୁରା ସରପଞ୍ଚଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶିବିରରେ ଡୁଙ୍ଗୁରିପାଲି ବିଡ଼ିଓ ଦିଲ୍ଲୀପ କୁମାର ବାଡାଙ୍କ ସମେତ 16 ବିଭାଗୀୟ ଅଧିକାରୀ ଯୋଗଦାନ କରି ଦରଖାସ୍ତ ମାଧ୍ୟମରେ ଜନସାଦଜରଣଙ୍କ ଅଭିଯୋଗ ଗ୍ରହଣ କରିଥିଲେ l ଶିବିରରେ ସର୍ବମୋଟ 14 ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ, ତନ ମଧ୍ୟରୁ 12 ଗୋଟି ବ୍ୟକ୍ତିଗତ ଏବଂ 2 ଗୋଟି ସାମୁହିକ ଅଭିଯୋଗ ଥିବା ସୂଚ

MORE NEWS