Public App Logo
Jansamasya
Sambalpur
Cyclone
���ादी
Crimenews
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath
Rain
Trending
���िवाद
���ोगी_आदित्यनाथ
Sonunigam
Arvindkejriwal
Jajpur
Rajasthannews
���ोधपुर
Rahul
Indianews
���ंगाल
New_delhi
No video available

କେନ୍ଦୁଝର ସହର: ରାଜ୍ୟ ପୁଲିସ ବିଭାଗ କଟକ ପକ୍ଷରୁ ଜିଲ୍ଲାସ୍ତରୀୟ ପୁଲିସ ଅଧିକାରୀଙ୍କ ଅଦଳବଦଳ

ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ପୁଲିସ ବିଭାଗ କଟକ ପକ୍ଷରୁ ଜିଲ୍ଲା ସ୍ତରୀୟ ପୁଲିସ ଅଧିକାରୀଙ୍କୁ ଅଦଳବଦଳ କରଯାଇଥିଲା ବେଳେ, ନୟାଗଡ଼ରୁ ମମତା ନାୟକଙ୍କୁ DSP ଭାବେ କେନ୍ଦୁଝର ହେଡ଼କ୍ୱାଟରକୁ ବଦଳି ହୋଇଛି । ଏହିପରି କାମାକ୍ଷାନଗରରୁ ପ୍ରଭାତ କୁମାର ତ୍ରିପାଠୀଙ୍କୁ SDPO ଭାବେ ଘଟଗାଁ ଉପଖଣ୍ଡକୁ ବଦଳି ହୋଇଛି । ସେହିପରି ଢେଙ୍କାନାଳ PCR cell DSP ଭାବେ କାର୍ଯ୍ୟରତ ସୌଭାଗ୍ୟଲକ୍ଷ୍ମୀ ପଟ୍ଟନାୟକଙ୍କୁ କେନ୍ଦୁଝର ହେଡକ୍ୱାଟରକୁ ବଦଳି ନିର୍ଦ୍ଦେଶ ବାହାରିଥିଲା ବେଳେ ଆଜି ସକାଳ ୧୦ଟା ବେଳେ ବିଜ୍ଞପ୍ତି ଜାରି ହୋଇଛି ।
କେନ୍ଦୁଝର ସହର: ରାଜ୍ୟ ପୁଲିସ ବିଭାଗ କଟକ ପକ୍ଷରୁ ଜିଲ୍ଲାସ୍ତରୀୟ ପୁଲିସ ଅଧିକାରୀଙ୍କ ଅଦଳବଦଳ - Kendujhar Town News