କଣ୍ଟାମାଳ: ଶଗଡା ବାଘ ବ୍ୟାରେଜରୁ ଉଭୟ ବାମ ଓ ଦକ୍ଷିଣ ପାର୍ଶ୍ବ ମୁଖ୍ୟ କେନାଲରେ ଖରିଫ ଚାଷ ପାଇଁ ଛଡାଗଲା ପାଣି
Kantamal, Boudh (Bauda) | Jul 18, 2025
ଶୁକ୍ରବାର ଦିନ ଶଗଡା ଠାରେ ଥିବା ବାଘ ବ୍ୟାରେଜରୁ ଆଜି ମୁଖ୍ୟ କେନାଲରେ ପାଣି ଛଡା ଯାଇଥିବା ବାଘ ଜଳ ସେଚନ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ...