ବାମରା ବ୍ଲକ ଅନ୍ତର୍ଗତ ଉଚ୍ଚକାପାଟ ଗ୍ରାମ ର ଜଣେ ମହିଳା ଓ ତାଙ୍କ ସ୍ଵାମୀ ଗୁରୁବାର ରାତି ପ୍ରାୟ ୧୦ ଟା ସମୟରେ ନିଜ ଘରେ ଝଗଡ଼ା ହେଉଥିବା ବେଳେ ତାଙ୍କ ଅନ୍ୟ କେତେକ ସମ୍ପର୍କୀୟ ମାନେ ଆସି ତାଙ୍କୁ ନିସ୍ତୁକ ମାଡ କରିଥିବା ଅଭିଯୋଗ ରହିଛି। ଏହାକୁ ନେଇ ମହିଳା ଜଣକ ରାତି ୧୨ ଟାରେ ଗୋବିନ୍ଦପୁର ଥାନା କୁ ଆସି ଲିଖିତ ଅଭିଯୋଗ କରିବା ସହ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।