ଜଗତସିଂହପୁର: ମହାନଦୀରେ ବୁଡ଼ି ପୁତୁରା ମୃତ ଦାଦା ନିଖୋଜ,ଶୁଦ୍ଧିକ୍ରିୟା ବେଳେ ତାର୍ତ୍ତୋଲ ନାଗପୁର ନିକଟରେ ଘଟିଛି ଅଘଟଣ
Jagatsinghapur, Jagatsinghpur | Sep 14, 2025
ଦଶକର୍ମ କରିବାକୁ ଯାଇ ମହାନଦୀ ପାଣିରେ ବୁଡି ଜଣେ ମୃତ ଓ ଜଣେ ନିଖୋଜ । ଏଭଳି ଘଟଣା ଆଜି ଦିନ ୩ ଟା ସମୟରେ ତୀର୍ତ୍ତୋଲ ଥାନା ଅନ୍ତର୍ଗତ ନାଗପୁର...