ବିଜେପୁର: ମାହାରପାଲି ଦୁଇ ବାଇକ ମୁହାଁ ମୁହିଁ ଧକ୍କା, ଦୁଇ ଗୁରୁତର ଜଣେ ଆହତ।ଝିଅ ବାହାଘର ପାଇଁ ପିଲା ଦେଖିବାକୁ ବାହାରିଥିବା ବେଳେ ଗାଁନିକଟରେ ଦୁର୍ଘଟଣ
ଦୁଇ ବାଇକ ମୁହାଁ ମୁହିଁ ଧକ୍କା, ଦୁଇ ଗୁରୁତର ଜଣେ ଆହତ । ଝିଅ ବାହାଘର ପାଇଁ ପିଲା ଦେଖିବାକୁ ବାହାରିଥିବା ବେଳେ ଗାଁ ନିକଟରେ ଦୁର୍ଘଟଣା ।ବରଗଡ ଜିଲ୍ଲା ଗାଇସିଲେଟ ଥାନା ମାହାରପାଲି ଗାଁ ନିକଟରେ ଦୁଇ ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା ହୋଇଥିବା ବେଳେ , ଦୁଇ ଜଣ ଗୁରୁତର ଥିବା ବେଳେ ଜଣେ ଆହତ ହୋଇଛନ୍ତି । ଝିଅ ବାହାଘର ପାଇଁ ପିଲା ଦେଖିବାକ