ସୋନପୁର: ବାଘ ଗଣନା ପାଇଁ ଆଜି ନଗର ବନ ଠାରେ ବନବିଭାଗ ପକ୍ଷରୁ ତାଲିମ ଆରମ୍ଭ ହୋଇଛି ସୂଚନା ଦେଲେ ରେଞ୍ଜର ସୁବାସ ମହାପାତ୍ର
ସୁବର୍ଣ୍ଣପୁର ଜିଲ୍ଲା ବନବିଭାଗ ପକ୍ଷରୁ ଆଜି ସକାଳ ୧୧ଟାରେ ନଗର ବନ ଠାରେ ବାଘ ଗଣନା ପାଇଁ ଏକ ପ୍ରଶିକ୍ଷଣ ଆରମ୍ଭ ହୋଇ ଯାଇଛି।ଏହି ଅବସରରେ ସଦର ରେଞ୍ଜର ସୁବାସ ମହାପାତ୍ର ଯୋଗ ଦେଇ କର୍ମଚାରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।