ବିଶ୍ଵ ହିନ୍ଦୁ ପରିଷଦର ଭୁବନେଶ୍ୱର ସତସଙ୍ଗ ପ୍ରମୁଖ ହର ପ୍ରସାଦ ମିଶ୍ର ଆଜି ଟିଟିଲାଗଡ଼ରେ ସାତ ଦିନିଆ ଆରଏସଏସର ପ୍ରାଥମିକ ବର୍ଗ ଚାଲିଛି। ଶ୍ରୀ ମିଶ୍ର ଗୋଟିଏ ସ୍ଥାନରେ ଛିଡ଼ା ହୋଇଥିବା ବେଳେ ସେ ଯାଉଥିଲା, ସନ୍ଦେହ ହେବାରୁ ସେହି ସନ୍ଧିଗ୍ଧ ବ୍ୟକ୍ତିଙ୍କୁ ପଚରା ଉଚରା କରିବା ପରେ ଟିଟିଲାଗଡ଼ ଥାନାରେ ଜିମା ଦେଇଛନ୍ତି। ତେବେ ଟିଟିଲାଗଡ଼ ଥାନାରେ ଥିବା ଅଧିକାରୀ ତର୍ଜମା କରୁଛନ୍ତି ସେ ବ୍ୟକ୍ତି କେଉଁ ଠାର ବୋଲି, ମାନସିକ ସ୍ଥିତି ଠିକ୍ ନ ଥିବା ଭଳି କରୁଛନ୍ତି ବ୍ୟବହାର