ବୌଦ୍ଧ ସଦର: ପୁରୁଣାକଟକ ଗ୍ରାମ ରାସ୍ତା କଡ଼ରୁ ୧୫ଲିଟର ଦେଶି ମଦ ଜବତ କରିବାସହିତ ଆସାମୀକୁ ଗିରଫ କରି ଅଦାଲତର ଦ୍ୱାରସ୍ତ
Baudh Sadar, Boudh (Bauda) | Sep 13, 2025
ହରଭଙ୍ଗା ଅବକାରୀ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ l ପୂରୁଣାକଟକ ଥାନା ଅନ୍ତର୍ଗତ ପୁରୁଣାକଟକ ଗ୍ରାମ ରାସ୍ତା କଡ଼ରୁ ଆଜି ସକାଳ ପାଖାପାଖି ୧୧ଟା...