ଚାରମାଳ ହାଇସ୍କୁଲ ଛକରେ ମହିଳାଙ୍କୁ ଛୁରୀ ରେ ଆକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଲେ ,ପୁଅ ସମ୍ବଲପୁର ଜିଲ୍ଲା ଚାରମାଳ ହାଇସ୍କୁଲ ଛକରେ ମଙ୍ଗଳବାର ସଂଧ୍ୟାରେ ଜଣେ ମହିଳାଙ୍କୁ ଛୁରୀ ରେ ଆକ୍ରମଣ ହୋଇଛି । ଏ ନେଇ ଚାରମାଳ ହାଇସ୍କୁଲ ଛକରେ ମହିଳାଙ୍କୁ ଛୁରୀ ରେ ଆକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଲେ , ମହିଳାଙ୍କ ପୁଅ ।