ଧର୍ମଗଡ: କୁସୁମଖୁଣ୍ଟି ରେ ଗ୍ରାମାଞ୍ଚଳ ସାମ୍ବାଦିକ ସଙ୍ଘର ନୁଆଁଖାଇ ଭେଟଘାଟ
କୋକସରା ବ୍ଲକ କୁସୁମଖୁଣ୍ଟି ସ୍ଥିତ ଇନ୍ଦ୍ରାବତୀ ଡାକ ବଙ୍ଗଳା ଠାରେ ମଙ୍ଗଳବାର ସକାଳ ୧୧ ଟା ରେ କାର୍ଯ୍ୟରତ ଗ୍ରାମାଞ୍ଚଳ ସାମ୍ବାଦିକ ସଙ୍ଘ ପକ୍ଷରୁ ନୁଆଁଖାଇ ଭେଟଘାଟ ଓ ଦୁର୍ନୀତି ମୁକ୍ତ ସମାଜ ଗଠନ ରେ ସାମ୍ବାଦିକ ଙ୍କ ଭୂମିକା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।