ଜି ଉଦୟଗିରି: ସୁସ୍ଥ ନାରୀ ଶସକ୍ତ ପରିବାର ଅଭିଯାନ ଜି ଉଦୟଗିରି ମେଡିକାଲ ପରିସରରେ ଅନୁଷ୍ଠିତ, ଯୋଗ ଦେଲେ ବ୍ଲକ ଅଧ୍ୟକ୍ଷl
ସୁସ୍ଥ ନାରୀ ଶସକ୍ତ ପରିବାର ଅଭିଯାନ ଜି ଉଦୟଗିରି ମେଡିକାଲ ପରିସରରେ ଅନୁଷ୍ଠିତ ହୋଇଅଛି. ଏହି କାର୍ଯ୍ୟକ୍ରମ ରେବ୍ଲକ ଅଧ୍ୟକ୍ଷl,ସୁଷମା ପ୍ରଧାନ, ସି ଡ଼ି ପି ଓ, ଅତିରିକ୍ତ ଶିକ୍ଷା ଅଧିକାରୀ, ଙ୍କ ସହ ସମସ୍ତ ମେଡିକାଲ ଅଫିସର, ବିପିଇଓ ଙ୍କ ସହ ଅନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ. ସରକାର ଏହି କାର୍ଯ୍ୟକ୍ରମ କିପରି ତ୍ବରାନିତ ହୋଇ ପାରିବ ସେ ଉପରେ ମତବ୍ୟକ୍ତ ପ୍ରଦାନ କରିଥିଲେ ଅତିଥି ଗଣ.