କଟକ ପୌରାଞ୍ଚଳ: କଟକ ବଡ ଡାକ୍ତରଖନାର ଜଣେ ଡାକ୍ତରଙ୍କ ବାଇକ୍ ଚୋରାଇ ନେବା ଘଟଣାରେ ମଙ୍ଗଳବାର ଜଣେ ରୋଷେୟାକୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୁଲିସ।
Cuttack M Corp PS, Cuttack | Aug 26, 2025
କଟକ ବଡ ଡାକ୍ତରଖନାର ଜଣେ ଡାକ୍ତରଙ୍କ ବାଇକ୍ ଚୋରାଇ ନେବା ଘଟଣାରେ ମଙ୍ଗଳବାର ସନ୍ଧ୍ୟା ୬ଟାରେ ଜଣେ ରୋଷେୟାକୁ ଗିରଫ କରିଛି ମଙ୍ଗଳାବାଗ ଥାନା...