ସଡ଼କ ଦୁର୍ଘଟଣାରେ ରାଉରକେଲାର ବରିଷ୍ଠ ସାମ୍ବାଦିକ ଦେବବ୍ରତ ପଟ୍ଟନାୟକ ଆହତ । ରାଉରକେଲା ରୁ ସପରିବାର ପୁରୀ ଯାଉଥିବା ବେଳେ ଢେଙ୍କାନାଳ ନିକଟରେ ତାଙ୍କ କାର କୁ ପିଟି ଦେଲା ଏକ ହାଇବା ଗାଡ଼ି।ଶନିବାର ମଧ୍ୟାହ୍ନରେ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଦୁର୍ଘଟଣାରେ ସାମ୍ବାଦିକ ଦେବବ୍ରତ ପଟ୍ଟନାୟକଙ୍କ ସମେତ ତାଙ୍କ ପତ୍ନୀ ମଧ୍ୟ ଆହତ ହୋଇଛନ୍ତି।