ବୌଦ୍ଧ ସଦର: ଜରାଜୀର୍ଣ୍ଣ ଅବସ୍ଥାରେ ବାଉଁଶୁଣି ସ୍ଥିତ ୫୭ ନଂ ଜାତୀୟ ରାଜପଥ କଡରେ ଥିବା ଡାକବଙ୍ଗଳା, ମରାମତି ପାଇଁ ଦାବି #jansamasya
Baudh Sadar, Boudh (Bauda) | Aug 4, 2025
ଭୁତ କୋଠି ସାଙ୍ଗକୁ ଅସାମାଜିକ ବ୍ୟକ୍ତି ଙ୍କ ଆଡାସ୍ଥଳୀ ପାଲଟିଛି ଡାକ ବଙ୍ଗଳା । ଦିନେ ଯେଉଁ ବଙ୍ଗଳା କୁ ରାଜନେତା , ମନ୍ତ୍ରୀ ଓ ଅମଲା ମାନଙ୍କ...