ବଲାଙ୍ଗୀର: ସାଲେଭଟ୍ଟା ବ୍ରିଜରେ ଘଟିଲା ଦୁର୍ଘଟନା, ଗୁରୁତର ଅବସ୍ଥାରେ ଜଣେ ବ୍ୟକ୍ତି ଭିମଭୋଇ ମେଡିକାଲରେ ଭର୍ତ୍ତି
Balangir, Balangir | Apr 29, 2025
ବଲାଙ୍ଗିର ସାଲେଭଟ୍ଟା ବ୍ରିଜ ନିକଟରେ ଆଜି ଏକ ଦୁର୍ଘଟନା ଘଟିଥିବା ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ଅସ୍ପତାଳରେ ଭର୍ତ୍ତି ହୋଇଛନ୍ତି।...