ସୋନପୁର: ସଦର ରିଜର୍ଭ ପୋଲିସ ପଡିଆରେ ୬୬ ତମ ପୋଲିସ ସ୍ମାରକୀ ଦିବସ ପାଳିତ ହୋଇ ଯାଇଛି।
ଆଜି ସକାଳ ୮ଟାରେ ସଦର ରିଜର୍ଭ ପୋଲିସ ପଡିଆରେ ୬୬ ତମ ପୋଲିସ ସ୍ମାରକୀ ଦିବସ ପାଳିତ ହୋଇ ଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ସଦର ରିଜର୍ଭ ପୋଲିସ ପଡିଆରେ ସହିତ ଦିବସ ପାଳିତ।ଆଭ୍ୟନ୍ତରୀଣ ବିଶୃଙ୍ଖଳା ସମୟରେ ପୋଲିସ ଜନସାଧାରଣଙ୍କୁ ସହଯୋଗ କରି ଆସିଛି।ଅନେକ ସମୟରେ ନିଜେ ବଳୀ ପଡି ଅନ୍ୟର ଜୀବନ ରକ୍ଷା କରୁଛି।ପୋଲିସ ସବୁବେଳେ ଜନସାଧାରଣଙ୍କ ବନ୍ଧୁ ।ତେଣୁ ଲୋକେ ପୋଲିସକୁ ସହଯୋଗ କରିବାର ଆବଶ୍ୟକତା ରହିଛି ବୋଲି ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଛନ୍ତି।ଆଜି ଜିଲ୍ଲାର ରିଜର୍ଭ ପୋଲିସ ପଡିଆ ଠାରେ ୬୬ ତମ ଶହୀଦ ପୋଲିସ ଦିବସ ଅବସରରେ ଜନସାଧାରଣଙ୍କୁ ଏହି ନିବେଦନ କରିଛନ୍ତି ।