ଭଟଲି: ଦେଚୁଆଁ ଗେଷ୍ଟ ହାଉସ ରେ ୭୧ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଯୋଗଦେଲେ ଏସିଏଫ
ଦେଚୁଆଁ ଗେଷ୍ଟ ହାଉସ ରେ ୭୧ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଯୋଗଦେଲେଏସିଏଫ ଭଟଲିରେଞ୍ଜରଦେଚୁଆଁଗ୍ରାମରଗେଷ୍ଟହାଉସଠାରେଆଜିସକାଳ୧୦ଟାରେ ଭଟଲିରେଞ୍ଜ ତରଫରୁ ୭୧ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଆରମ୍ଭ ହୋଇଥିଲା। ଏହି ଅବସର ରେଏକ ସଚେତନତା କାର୍ଯ୍ୟକ୍ରମ ଭଟଲି ଏ ସି ଏ ଫ ସୁବୋଧ ସାହୁ ଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ଅତିଥି ଭାବରେ ପ୍ରକୃତି ପ୍ରେମୀ ବୈଷ୍ଣବ ଭୋଇ,ଇକୋ କ୍ଳବ୍ ମାଷ୍ଟର ଟ୍ରେନର ତଥା ପରିବେଶବିତ୍ ସଞ୍ଜୟ ଖମାରୀ,ପ୍ରକୃତି ବନ୍ଧୁ ଦୟାନିଧି ପ୍ରଧାନ,ସୁଶୀଳ ସାହୁ ଏବଂ ଶୋଭାରାମ ସାହୁଯୋଗଦେଇପରିବେଶ ସନ୍ତୁଳନ ବଜାୟ ରଖିବା ପାଇଁ କହିଥିଲେ।