ତାଳଚେର ସଦର: ତାଳଚେର ପୋୖରାଞ୍ଚଳରେ ପାନୀୟ ଜଳ ପ୍ରକଳ୍ପ ସ୍ଥାପନ ନିମନ୍ତେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ।
ତାଳଚେର ଭୁଗର୍ଭ ଓ ଖୋଲା ମୁହଁ କ୍ଷତିଗ୍ରସ୍ତ କୋଇଲା ଖଣି ପ୍ରଜାସଙ୍ଘ ତରଫରୁ ଡ଼ିଏମଏଫ ଓ ସିଏସଆର ପାଣ୍ଠିରୁ ତାଳଚେର ପୋୖରାଞ୍ଚଳରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ସ୍ଥାପନ ସହ ଅଞ୍ଚଳବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସୋମବାର ସକାଳ ୧୧ ଘଟିକା ସମୟରେ ତାଳଚେର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେବାସହ ରଞ୍ଜିତ ମହାପାତ୍ରଙ୍କ ପ୍ରତିକ୍ରିୟା ।