ଉମରକୋଟ: ପଂଚାୟତ କାର୍ଯ୍ୟାଳୟ ବେହେଡା ରେ ୫୦ ରୁ ଉର୍ଦ୍ଧ ହିତାଧିକାରୀ ଙ୍କୁ ଚାଉଳ କାର୍ଡ ବଣ୍ଟନ
ଆଜି ଦିବା ୧୦ ଘଟିକା ସମୟରେ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ବେହେଡା ରେ ୫୦ ରୁ ଉର୍ଦ୍ଧ ହିତାଧିକାରୀ ଙ୍କୁ ଚାଉଳ କାର୍ଡ ବଣ୍ଟନ କରାଯାଇଛି।ସରକାର ଙ୍କ ସମସ୍ତ ଯୋଜନା ରେ ଯୋଗ୍ୟ ହିତାଧିକାରୀ ଅନ୍ତର୍ଭୁକ୍ତ ହୋଇ ଯୋଜନା ଗୁଡ଼ିକୁ ସାଫଲ୍ୟ ମଣ୍ଡିତ କରିବା ସରକାର ଙ୍କ ଲକ୍ଷ। ତେଣୁ ପ୍ରକୃତ ହିତାଧିକାରୀ ଯେମିତି ଚାଉଳ କାର୍ଡ ପାଇ ପାରିବେ ସେଥିପାଇଁ ପ୍ରତି କୋଣ ଅନୁକୋଣ ରେ ଥିବା ଯୋଗ୍ୟ ହିତାଧିକାରୀ ମାନଙ୍କୁ ସରକାରୀ କର୍ମଚାରୀ ମାନଙ୍କ ଦ୍ୱାରା ଚୟନ କରାଯାଉଛି।ଆଜି ଭାରତୀୟ ଜନତା ପାର୍ଟି ର କର୍ମକର୍ତା ଓ ସ୍ଥାନୀୟ ସରପଞ୍ଚ ଙ୍କ ଉପସ୍ଥିତି ରେ ବେହେଡା ପଂଚାୟତ କାର୍ଯ୍ୟାଳୟ ରେ ଯୋଗ୍ୟ ହିତ