ସୋନପୁର: ସୁରେଶ୍ୱରୀ ମନ୍ଦିର ଠାରେ ଆସନ୍ତା କାଲି ୧୪ ତାରିଖ ରେ ହେବାକୁ ଥିବା ମାଗଣା ମେଗା ସ୍ଵାସ୍ଥ୍ୟ ଚିକିତ୍ସା ଶିବିର ପାଈଁ ଏକ ଜରୁରୀ ବୈଠକ
Sonapur, Subarnapur (Sonepur) | Sep 13, 2025
ଆଜି ସନ୍ଧ୍ୟାରେ ଚିତ୍ତ ଜ୍ଞାନୀ ଚେରି ଟେବୁଲ୍ ଟ୍ରଷ୍ଟ ପଶ୍ଚିମ ଓଡ଼ିଶା ଶାଖା ଘୋଡ଼ା ଘାଟ ପଡ଼ା ସ୍ଥିତ "ମା ଘର" ପକ୍ଷରୁ ମା ସୁରେଶ୍ୱରୀ...