ପୋଲସରା: ବୁଗୁଡ଼ା ବସ ଷ୍ଟାଣ୍ଡ ଠାରେ ଶ୍ରୀ ଶ୍ରୀ ଶ୍ରୀ ବଳଦେବ ସ୍ୱାମୀ ଘରୋଇ ବସ ମାଲିକ ସଙ୍ଘ ର ନୂତନ କାର୍ଯ୍ୟାଳୟ ଉଦଘାଟିତ
Polasara, Ganjam | Jul 23, 2025
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳର ପଞ୍ଜିକୃତ ଶ୍ରୀ ଶ୍ରୀ ଶ୍ରୀ ବଳଦେବ ସ୍ୱାମୀ ଘରୋଇ ବସ ମାଲିକ ସଙ୍ଘ ର ଏକ ନୂତନ କାର୍ଯ୍ୟାଳୟ ଆଜି ଉଦଘାଟିତ...