ଟିଟିଲାଗଡ: ଟିଟିଲାଗଡ଼ ବାଗଡେର ଗ୍ରାମର ନୀଳ ରଣା ବିକ୍ରି କରିଥିବା ଶିଶୁ ପାଇକମାଳରୁ ଉଦ୍ଧାର। ଥାନାଧିକାରୀ ଶ୍ରୀମତି କଲ୍ୟାଣୀ ବେହେରା ଦେଲେ ସୂଚନା।
Titlagarh, Balangir | Jul 28, 2025
ଟିଟିଲାଗଡ଼ ନିକଟସ୍ଥ ଭାଲେ ଗାଁ ପଞ୍ଚାୟତ ଅନ୍ତର୍ଗତ ବାଗଡେର ଗ୍ରାମର ନୀଳ ରଣା ନିଜର ଏକ ମାସର କନ୍ୟା ଶିଶୁକୁ କୋଡ଼ିଏ ହଜାର ଟଙ୍କାରେ ବିକ୍ରି...