ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ରେ ଧାନ ମଣ୍ଡି ଆରମ୍ଭ ହୋଇଯାଇଛି,ଯାହାରୀ ଫଳରେ ଆଜି ଅପରାହ୍ନ ସମୟରେ କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଖଜପଲ୍ଲୀ ଗ୍ରାମ ପଞ୍ଚାୟତ ଠାରେ ଧାନ ମଣ୍ଡି ର ଶୁଭ ଉଦ୍ଧ ଘାଟନ କାର୍ଯ୍ୟକ୍ରମ ରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଉଦ୍ଧଘାଟକ ଭାବେ ଯୋଗଦେଇ ଏହାର ଶୁଭ ଉଦ୍ଧଘାଟନ କରିଛନ୍ତି, ଆଜିର କାର୍ଯ୍ୟକ୍ରମ ରେ ସ୍ଥାନୀୟ ପ୍ରଶାସନ ଉପସ୍ଥିତ ଥିଲେ।