ନୂଆଗାଁ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅନ୍ତର୍ଗତ ଅଙ୍କୁରପାଲି ଗ୍ରାମପଞ୍ଚାୟତର ସରକାରୀ ପ୍ରାଥମିକ ବିଦ୍ୟାଳୟ,ଅଙ୍କୁରପାଲିରେ ଗତକାଲି ବିଳମ୍ବିତ ରାତିରେ ହାତୀ ବିଦ୍ୟାଳୟ ନିକଟରେ ଯାଉଥିବାବେଳେ ହଠାତ୍ ପାଚେରୀ କାନ୍ଥ ଭାଙ୍ଗିବା ସହ ଗୋଟିଏ ଆଜବେଷ୍ଟସ ଘରର ବାରଣ୍ଡା ପିଲର ଭାଙ୍ଗି ଦେଇଥିଲା।ଏନେଇ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ନାୟକ କହିଛନ୍ତି ଏଥିନିମନ୍ତେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ସୂଚନା ମି